ମୁଁ କେବଳ ସାହିତ୍ୟ କୁ ଭଲ ପାଉଥିବା ଜଣେ ମଣିଷ, ଯିଏ ସବୁବେଳେ ସାହିତ୍ୟ ଭିତରେ ବୁଡି ରହିବାକୁ ଚାହେଁ। ମୋ ଚାରିପାଖ ମୋତେ ସାହିତ୍ୟ ର ଏକ ସୁନ୍ଦର ପରିବେଶ ପରି ମନେହୁଏ, ଯାହାକୁ ମୁଁ ମନଭରି ଉପଭୋଗ କରିବାକୁ ଯେତେ ଚାହିଁଲେ ବି କରି ପାରେନା କେବଳ ପେଟପାଟଣା ର ନ୍ୟାୟରେ।
AMARENDRA CHAUDHURI OJHA
- I m a writer, story teller, podcaster & content creator
- 1170 Views
